ବିଧିଦ୍ରଷ୍ଟା
ଦେଖଣା
ବିଧିଦ୍ରଷ୍ଟା
ଉଚ୍ଚାରଣ
[ସମ୍ପାଦନା]ବିଧିଦର୍ଶକ, ବିଧିଦେଶକ—ଅନ୍ୟରୂପ
(ବିଧିଦ୍ରର୍ଷ୍ଟ୍ରୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ଓ ବିଶେଷଣ - ପୁଂ—(୬ଷ୍ଠୀ ତତ୍; ବିଧ୍ୱ+ଦ୍ରଷ୍ଟୃ)
[ସମ୍ପାଦନା]- ୧. ଯେଉଁ ବ୍ୟକ୍ତି ନିୟମ ଦେଖାଏ —୧. One who points out the law or the rules.
- ୨. ପୁରୋହିତ —୧. A priest who directs the performance of ceremonials.
- ୩. ଗୁରୁ — ୩. Preceptor; teacher (Apte).