Jump to content

ବିଧିପୂର୍ବ

ଉଇକିଅଭିଧାନ‌ରୁ

ବିଧିପୂର୍ବ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - କ୍ରି. ବିଣ—(ବିଧି+ପୂର୍ବ; ବହୁବ୍ରୀହି)

ଯଥାବିଧି; ନିୟମ ଅନୁସାରେ —According to law or established practice.

[ ଉ—ବିଧିପୂର୍ବ କରି ଋଷି ସମସ୍ତ ଚରିତ, ଭାଷି, ତରୀତ ତ୍ୱରିତ ଯାଇ ଲାଗେ କୂଳରେ—ଭଞ୍ଜ. ବୈଦେହୀଶବିଳାସ ]