Jump to content

ବିଧିପୂର୍ବକ

ଉଇକିଅଭିଧାନ‌ରୁ

ବିଧିପୂର୍ବକ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଣ—(ବହୁବ୍ରୀହି; ବିଧି+ପୂର୍ବ; କ; ଆଗମ)

[ସମ୍ପାଦନା]

ନିୟମାନୁଯାୟୀ —Customary; conforming to rules or procedure laid down.

କ୍ରି.ବିଶେଷଣ -

[ସମ୍ପାଦନା]

ନିୟମ ଅନୁସାରେ —According to law or rule.