Jump to content

ବିଧିହୀନ

ଉଇକିଅଭିଧାନ‌ରୁ

ବିଧିହୀନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୫ମୀ ତତ; ବିଧି+ହୀନ)

[ସମ୍ପାଦନା]
୧. ଶୃଙ୍ଖଳାବହୀନ; ଅନିୟନ୍ତ୍ରିତ —୧. Unregulated; unmethodical.
୨. ଅନିୟମିତ —୨. Irregular.
୩. ଅଶାସ୍ତ୍ରୀୟ — ୩. Against the rules of the Scriptures.