ବିଧି ନିଷେଧ
କୌଣସି କାର୍ଯ୍ୟ କରିବା ପାଇଁ ନିୟମ ଓ କୌଣସି କାର୍ଯ୍ୟ ନ କରିବା ପାଇଁ ନିୟମ —Positive precepts and prohibitive rules.
[ଦ୍ରଷ୍ଟବ୍ୟ —ସର୍ବଦା ସତ୍ୟ କହିବ—ବିଧି; ମିଥ୍ୟା କହିବ ନାହିଁ—ନିଷେଧ ]