ବିଧି ବିଧାନ
ଦେଖଣା
ବିଧି ବିଧାନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
[ସମ୍ପାଦନା]- ୧. ବିଧିର ଲିଖନ; ଈଶ୍ୱରାଦେଶ — ୧. Providence; the decree of Fate.
(ଉ—ବିଧିବିଧାନ ପୁଣ୍ୟମୟ. ଗାଅ ହେ ସେହି ବିଧି ଜୟ ମଧୁସୂଦନ ଛାନ୍ଦମାଳା)
- ୨. (ଏକାର୍ଥକ ସହଚର) ବିଧି ବା ନିୟମ —୨. Rules and regulations.
- ୩. ନିୟତି, ଭାଗ୍ୟ —Fate.
- ୪. ବିଧିବନ୍ଧନ (ଦେଖ) - — ୪. Bidhibandhana (See)