Jump to content

ବିଧି ଲିଖନ

ଉଇକିଅଭିଧାନ‌ରୁ

ବିଧି ଲିଖନ

ଉଚ୍ଚାରଣ

[ସମ୍ପାଦନା]

[ ବିଧିଲିପି—ଅନ୍ୟରୂପ]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବିଧି+ଲିଖନ)

[ସମ୍ପାଦନା]

କର୍ମଲିଖନ, ଅଦୃଷ୍ଟ; ଭାଗ୍ୟ; ଯାହା ଘଟିବ ବୋଲି କପାଳରେ ଲେଖାଥାଏ —The decree of Fate; Providence; events preordained by God.