ବିଧୀର
ମୁର୍ଖଲୋକ; ନିର୍ବୋଧ ବ୍ୟକ୍ତି —An ignorant person.
[ଉ—ବଇଦେହୀ ଦାସୀ ଏ କି ଘେନି ହୋଇବ; ବିଧୀରେ ଇନ୍ଦ୍ର ପ୍ରଶଂସା ତୁମ୍ଭେ ପାଇବ— ଭଞ୍ଜ. ବୈଦେହୀଶବିଳାସ ]