Jump to content

ବିଧୁନିତ

ଉଇକିଅଭିଧାନ‌ରୁ

ବିଧୁନିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ଧୃ ଧାତୁ+କର୍ମ, ତ; ନିପାତନ)

[ସମ୍ପାଦନା]
୧. ପ୍ରକମ୍ପିତ —୧. Shaken.
୨. ବିହ୍ୱଳ — ୨. Agitated; overwhelmed,
୩. ତ୍ୟକ୍ତ — ୩. Abandoned.
୪. ଭୀତ —୪. Terrified.
୫. ଅଭିଭୂତ —୫. A fflicted; overwhelmed; overtaken.
୬. ଦୂରୀକୃତ —୬. Removed;
୭. ଅପସାରିତ —୭. Held back; kept aloof.
୮. ନିଃସାରିତ; ନିଃଷ୍କାଶିତ —୮. Extracted.
୯. ଝ଼ଡ଼ା ହୋଇ ଫିଙ୍ଗା ଯାଇ ଥିବା —୯. Shaken off.