ବିଧୁବଦନ
ଚନ୍ଦ୍ରାନନ; ଯାହାର ମୁଖ ଚନ୍ଦ୍ର ପରି କାନ୍ତିଯୁକ୍ତା ବା ସୁନ୍ଦର—
ବିଧବଦନା, ବିଧୁମୁଖୀସ୍ତ୍ରୀ
(ବିଧୁମୁଖ—ଅନ୍ୟରୂପ) Having a face as amiable as the moon.