ବିଧୂତ କଳ୍ମଷ
(ବିଧୁ[ଧୂ]ତ ପାପ—ଅନ୍ୟରୂପ)
(ବିଧୁ[ଧୂ]ତ କଳ୍ମଷା—ସ୍ତ୍ରୀ)
[ବିଧୂ(ଧୂ)ତ କିଳ୍ୱିଷ—ଅନ୍ୟରୂପ]
ପାପରୁ ମୁକ୍ତ ହୋଇଥିବା —Free from sin (Apte).