Jump to content

ବିଧୂନକ

ଉଇକିଅଭିଧାନ‌ରୁ

ବିଧୂନକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଧୁ ଧାତୁ+ଭାବ. ଅ; ନିପାତନ)

[ସମ୍ପାଦନା]
୧. କମ୍ପନ —୧. Trembling; shaking.
୨. ବିସର୍ଜନ; ପରିତ୍ୟାଗ —୧. Abandonment; relinquishment.
୩. ନିଷ୍କାଶନ — ୩. Bringing out; extraction.
୪. ଝାଡ଼ିବା; କମ୍ପନଦ୍ୱାରା ଫିଙ୍ଗି ଦେବା —୪. Shaking off.