Jump to content

ବିଧୃତି

ଉଇକିଅଭିଧାନ‌ରୁ

ବିଧୃତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଧୃ ଧାତୁ+ଭାବ. ତି)

[ସମ୍ପାଦନା]
୧. ବୈଧୃତି ଯୋଗ; ଜ୍ୟୋତିଷଶାସ୍ତ୍ରୋକ୍ତ ୨୭: ଗୋଟି ଯୋଗ ମଧ୍ୟରୁ ଏକତମ ଅଶୁଭଯୋଗ —one of the ୨୭ special conjunctions in astrology.

[ଦ୍ରଷ୍ଟବ୍ୟ —ଏ ଯୋଗରେ କୌଣସି କାର୍ଯ୍ୟ କଲେ ଅଶୁଭ ଘଟେ]

୨. ବ୍ୟବସ୍ଥା — ୨. Arrangement; regulation (Apte).

ଗ୍ରାମ୍ୟ - ବିଶେଷ୍ୟ -

[ସମ୍ପାଦନା]
୧. ବିବାଦ; କଳି —୧. Dispute; quarrel.
୨. ପରସ୍ପର ମନୋମାଳିନ୍ୟ —୨. Mutual misunderstanding; bad terms.