Jump to content

ବିଧେୟ

ଉଇକିଅଭିଧାନ‌ରୁ

ବିଧେୟ

ଉଚ୍ଚାରଣ

[ସମ୍ପାଦନା]

[ବିଧେୟତା(ତ୍ୱ)—ବି]

  • (file)

ସଂସ୍କୃତ - ବିଶେଷଣ - (ବି+ଧା ଧାତୁ+କର୍ମ. ଯ)

[ସମ୍ପାଦନା]
୧. କରିବା ଉଚିତ; କର୍ତ୍ତବ୍ୟ —୧. Proper to be done or accomplished.
୨. ନ୍ୟାୟାନୁ— ଯାୟୀ; ବିଧିସମ୍ମତ —୨. Legal; lawful; just.
୩. (ବ୍ୟାକରଣ) କ୍ରିୟାବାଚକ —୩. Predicable; verbal.
୪. ବଶ୍ୟାବାଧ —୪. Obliged;
୫. ଅଧୀନ —୫. Subservient; subordinate.
୬. ବିଧାନଯୋଗ୍ୟ —
୬. Fit to be provided for.
୭. ସୁବିଧାଜନକ — ୭. Convenient.
୮. ବିନୟୀ —୮. Humble; modest.
୯. ଆଜ୍ଞାଧୀନ —୯. Obedient.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ବାକ୍ୟାଳଙ୍କାର) ଅପରିଜ୍ଞାତ ବିଷୟ ବା ବସ୍ତୁ — ୧. (rhetoric) An unkuown matter.
୨. (ବ୍ୟାକରଣ) କୌଣସି ବାକ୍ୟର କ୍ରିୟାଂଶ —୨. The predicate of a proposition.

[ଦ୍ରଷ୍ଟବ୍ୟ —ନ୍ୟାୟ ଓ ବ୍ୟାକରଣରେ ବାକ୍ୟର ୨ଟି ମୁଖ୍ୟଭାଗ କରାଯାଇଅଛି— ଉଦ୍ଦେଶ୍ୟ ଓ ବିଧେୟ ଯାହା ସମ୍ୱନ୍ଧେ କିଛି ବୋଲାଯାଏ ତାହା ଉଦ୍ଦେଶ୍ୟ ଓ ଯାହା କିଛି ବୋଲାଯାଏ ତାହା ବିଧେୟ —ହିନ୍ଦୀ - ଶ.]