ବିଧେୟାବିମର୍ଷ
ଦେଖଣା
ବିଧେୟାବିମର୍ଷ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବାକ୍ୟଦୋଷବିଶେଷ —A rhetorical defect.
[ଦ୍ରଷ୍ଟବ୍ୟ —ବାକ୍ୟର ବିଧେୟ ଅଂଶ ଯେଉଁଠାରେ ସମାସଦ୍ୱାରା ଗୁଣୀଭୂତ ହୋଇଥାଏ କିମ୍ୱା ଅସ୍ଥାନରେ ପ୍ରଯୁକ୍ତ ହୋଇଥାଏ ସେଠାରେ ବିଧେୟ ବିମର୍ଷ ଦୋଷ ହୁଏ, ଯଥା—ବ୍ୟର୍ଥେ ଅନୁଚରେ ବ୍ୟଜନ ବିଞ୍ଚିଲେ ସିଞ୍ଚିଲେ ଜଳ ଏଠାରେ ବ୍ୟର୍ଥେ ଶବ୍ଦର ପ୍ରୟୋଗ ଦୋଷାବହ]