ବିଧେୟ ବିଶେଷ୍ୟ
ଯେଉଁ ବିଶେଷ୍ୟବାଚକ ପଦ ଉଦ୍ଦେଶ୍ୟ ପଦର ଗୁଣ ବା ଅବସ୍ଥା ପ୍ରକାଶ କରେ —(grammar) Predicative noun
(ଯଥା—'ରାମ ରାଜା ହେଲେ' ଏ ବାକ୍ୟରେ 'ରାଜା' ପଦଟି ବିଧେୟ ବିଶେଷ୍ୟରୂପେ ବ୍ୟବହୃତ ହୋଇଅଛି)