Jump to content

ବିଧ୍ୟମାନ

ଉଇକିଅଭିଧାନ‌ରୁ

ବିଧ୍ୟମାନ

ଉଚ୍ଚାରଣ

[ସମ୍ପାଦନା]
(ବିଧ୍ୟମାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ବ୍ୟଧ୍ ଧାତୁ=ପୀଡ଼ା ଦେବା; ବିଦ୍ଧ କରିବା+ କର୍ମ. ଆନ)

[ସମ୍ପାଦନା]
୧. ପୀଡ୍ୟମାନ —୧. Being oppressed.
୨. ବିଦ୍ଧ କରାଯାଉଥିବା —୨. Being pierced.