ବିଧ୍ୟାଭାସ
ଅର୍ଥାଳଙ୍କାରବିଶେଷ —A figure of speech in rhetoric.
[ଦ୍ରଷ୍ଟବ୍ୟ —ଘୋର ଅନିଷ୍ଟ ବା ଅମଙ୍ଗଳର ସଂଭାବନାସୂଚକ ବାକ୍ୟ କଥକର ଅନିଚ୍ଛା— ସତ୍ତ୍ୱେ ପ୍ରକାଶିତ ହେଲେ ଏ ଅଳଙ୍କାର ହୁଏ—ହିନ୍ଦୀ - ଶ]