ବିଧ୍ୱଂସ
ଦେଖଣା
ବିଧ୍ୱଂସ
ଉଚ୍ଚାରଣ
[ସମ୍ପାଦନା]ବିଧ୍ୱଂସକ—ପୁଂ,, ବିଧ୍ୱଂସିକା—ସ୍ତ୍ରୀ ବିଧେୟବିଶେଷ୍ୟ
ସଂସ୍କୃତ - ବିଶେଷ୍ୟ - (ବି+ଧ୍ୱଂନ୍ସ ଧାତୁ=ନଷ୍ଟ ହେବା+ଭାବ. ଅ)
[ସମ୍ପାଦନା]- ୧. ବିନାଶ; ବିଲୋପ —୧. Utter destruction; extinction.
- ୨. କ୍ଷୟ; —୨. Ruin; over- throw.
- ୩. ଅପକାର —୩. Mischief; injury.
- ୪. ବୈର(ହିନ୍ଦୀ - ଶ) —୪. Enmity.
- ୫. ଅନାଦର — ୫. Disregard.
- ୬. ବୈମନସ୍ୟ (ହ୍. ଶ.) — ୬. Dejection.