ବିଧ୍ୱଂସିବା
ବିଧ୍ୱଂସ କରିବା — To destroy.
ବିନାଶ କରିବା — To destroy.
(ଉ—ବିଧ୍ୱଂସି ଦୈତ୍ୟ ରଖିବେ ମୋ ଯାଗ—ଭଞ୍ଜ. ବୈଦେହୀଶବିଳାସ)