ବିଧ୍ (ଧାତୁ)
ଦେଖଣା
ବିଧ୍ (ଧାତୁ)
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ -
- ୧. ବିଦ୍ଧ କରିବା; ଫୋଡ଼ିବା —୧. To pierce (Apte)
- ୨. ପୂଜା କରିବା; ସମ୍ମାନ କରିବା — ୨. To honour; to worship. (Apte).
- ୩. ଶାସନ କରିବା —୩. To rule; to administer (Apte).
- ୪. ଯାଚଞ୍ଚା କରିବା; ମାଗିବା —୪. To beg; to ask (Apte).