ବିନତ
ଦେଖଣା
ବିନତ
ଉଚ୍ଚାରଣ
[ସମ୍ପାଦନା](ବିନତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବି+ନମ୍ ଧାତୁ=ନଇବା+କର୍ତ୍ତୃ. ତ)
[ସମ୍ପାଦନା]- ୧. ଅବନତ; ପ୍ରଣତ; ତଳକୁ ନଇଁଥିବା —୧. Inclin ed; bent down; bowed; prostrate.
- ୨. ନମ୍ର; ବିନୟୀ; ବିନୀତ; ଶିଷ୍ଟ —୨. Modest humble.
- ୩. ଶିକ୍ଷିତ —୩. Educated.
- ୪. ନିୟମଦ୍ୱାରା ସୁଯନ୍ତ୍ରିତ —୪. Well disciplined.
- ୫. ସଙ୍କୁଚିତ (ହିନ୍ଦୀ - ଶ.) —୫. Contracted.
- ୬. କୁଜା — ୬. Humpbacked.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (ନାମ) ସୁଗ୍ରୀବ ସେନାର ମର୍କଟବିଶେଷ (ହିନ୍ଦୀ - ଶ) —୧. Name of a monkey soldier in the army of Sugrība.
- ୨. ଶିବ (ହିନ୍ଦୀ - ଶ) —୨. Ṡiba.