Jump to content

ବିନତା

ଉଇକିଅଭିଧାନ‌ରୁ

ବିନତା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ବିନତ+ସ୍ତ୍ରୀ. ଆ)

[ସମ୍ପାଦନା]
୧. କଶ୍ୟପମୁନିଙ୍କ ପତ୍ନୀ; ଅରୁଣ ଓ ଗରୁଡ଼ଙ୍କର ମାତା —୧. The wife of sage Kaṡyapa.
୨. ପ୍ରମେହ ବା ବହୁମୁତ୍ର ରୋଗୀଙ୍କ ଦେହରେ ବାହାରିବା ଭୟଙ୍କର ବ୍ରଣ (ହିନ୍ଦୀ - ଶ) —୧. A kind o boil appearing on the body of diabetic and gonerrhoic patient.

[ଦ୍ରଷ୍ଟବ୍ୟ —ଯେଉଁ ସ୍ଥାନରେ ଏ ବ୍ରଣ ହୁଏ ସେ ସ୍ଥାନରେ ମାଂସ ମରିଯାଏ ଓ ନେଳି ପଡ଼ିଯାଏ ଓ ଏଥିଯୋଗୁଁ ରୋଗୀର ଶରୀର କ୍ରମଶଃ ସଢ଼େ; ପ୍ରଥମରୁ ସେ ବ୍ରଣ ଓ ତନ୍ନିକଟବର୍ତ୍ତୀ ଦେହାଂଶକୁ କାଟି ଫିଙ୍ଗି ଦେଲେ ରୋଗୀ ବଞ୍ଚିପାରେ ହିନ୍ଦୀ - ଶ]

୩. ଅଶୋକ ବନରେ ସୀତାଙ୍କ ନିକଟରେ ରାବଣ କର୍ତ୍ତୃତ ରକ୍ଷିତା ଜଣେ ରାକ୍ଷସୀ (ହିନ୍ଦୀ - ଶ) —୩. Name of a demoness kept to guard Sita in her captiviy.

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

'ବିନତ'ର ସ୍ତ୍ରୀଲିଙ୍ଗ —Feminine form of 'Binata'.