Jump to content

ବିନମ୍ର

ଉଇକିଅଭିଧାନ‌ରୁ

ବିନମ୍ର

ଉଚ୍ଚାରଣ

[ସମ୍ପାଦନା]

(ବିନମ୍ରତା—ବି)

(ବିନମ୍ରା—ସ୍ତ୍ରୀ) 

ସଂସ୍କୃତ - ବିଣପୁଲିଙ୍ଗ - (ବି+ନମ୍ ଧାତୁ+କର୍ତ୍ତୃ ର)

[ସମ୍ପାଦନା]
୧. ଅତି ନମ୍ର — ୧. Very humble.
୨. ବିନୟୀ —୨. Modest; polite; affable.
୩. ପ୍ରଣତ —୩. Inclined; bent.
୪. ମୃଦୁ; କୋମଳ —୪. Tender.
୫. ଅତ୍ୟନ୍ତ ନଇଁ ପଡ଼ିଥିବା —୫. Bent low.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ତଗର ଫୁଲ (ହିନ୍ଦୀ - ଶବ୍ଦସାଗର) —Tagara (See)