ବିନଶନ
ଦେଖଣା
ବିନଶନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+ନଶ୍ ଧାତୁ=ନଷ୍ଟ ହେବା+ଭାବ. ଅନ)
[ସମ୍ପାଦନା]- ୧. ବିନାଶ; ଧ୍ୱଂସ; କ୍ଷୟ —୧. Destruction; ruin.
- ୨. (+ଅଧି ଅନ; ଏଠାରେ ପାପର ବିନାଶ ହୁଏ ବୋଲି) କୁରୁକ୍ଷେତ୍ରସ୍ଥ ତୀର୍ଥବିଶେଷ —୨. Name of a sacred place in N.W. India.
[ଦ୍ରଷ୍ଟବ୍ୟ — ଏହା ପ୍ରଭାସତୀର୍ଥ ଓ ନିଷାଦପୁରୀ ନିକଟରେ]
- ୩. ସରସ୍ୱତୀ ନଦୀ ଯେଉଁଠାରେ ଅନ୍ତର୍ହିତ ହୋଇଅଛି —୩. The site where the river Saraswatī is said to have disappeared.