Jump to content

ବିନଶ୍ୱର

ଉଇକିଅଭିଧାନ‌ରୁ

ବିନଶ୍ୱର

ଉଚ୍ଚାରଣ

[ସମ୍ପାଦନା]

[ବିନଶ୍ୱରତା(ତ୍ୱ)—ବି]

(ଅବିନଶ୍ୱର—ବିପରୀତ)

ସଂସ୍କୃତ - ବିଶେଷ୍ୟ - (ବି+ନଶ୍ ଧାତୁ+ଶୀଳାର୍ଥରେ ବର)

[ସମ୍ପାଦନା]
୧. ଅନିତ୍ୟ; ଅଚିରସ୍ଥାୟୀ —୧. Temporary.
୨. ଧ୍ୱଂସଶୀଳ —୨. Perishable; destructible; subject to decay.