Jump to content

ବିନଷ୍ଟ

ଉଇକିଅଭିଧାନ‌ରୁ

ବିନଷ୍ଟ

ଉଚ୍ଚାରଣ

[ସମ୍ପାଦନା]
(ବିନଷ୍ଟା—ସ୍ତ୍ରୀ) 

(ବିନଷ୍ଟି—ବି)

ସଂସ୍କୃତ - ବିଶେଷଣ - (ବି+ନଶ୍ ଧାତୁ+କର୍ତ୍ତୃ. ତ)

[ସମ୍ପାଦନା]
୧. ସମ୍ପୂର୍ଣ୍ଣରୂପେ ନଷ୍ଟ ବା ନାଶପ୍ରାପ୍ତ; ଧ୍ୱଂସପ୍ରାପ୍ତ —୧. Ruined; completely destroyed; pershed.
୨. ପତିତ —୨. Fallen; corrupted.
୩. ମୃତ —୩. Dead; deceased.
୪. (ସମୟ) ଅତୀତ — ୪. Gone; past; elapsed.
୫. ଅପବ୍ୟୟିତ — ୫. Squandered; wasted.
୬. କ୍ଷୟିତ —୬. Decayed; spoiled.
୭. ଯାହାର ଆଚରଣ ମନ୍ଦହୋଇଅଛି (ହିନ୍ଦୀ - ଶ) — ୭. Of spoiled character.