Jump to content

ବିନାକୃତ

ଉଇକିଅଭିଧାନ‌ରୁ

ବିନାକୃତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବିନା+କୃ ଧାତୁ+କର୍ମ ତ)

[ସମ୍ପାଦନା]
୧. ପରିତ୍ୟକ୍ତ — ୧. Abandoned; deserted.
୨. ବିଯୋଜିତ —୨. Separated; bereft.
୩. ବିଶ୍ଳିଷ୍ଟ (ଜ୍ଞାନେନ୍ଦ୍ର) —୩. Analysed.