Jump to content

ବିନାପୂଜା

ଉଇକିଅଭିଧାନ‌ରୁ

ବିନାପୂଜା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ବିନା+ପୂଜା)

[ସମ୍ପାଦନା]

ଅପୂଜିତ; ଯାହାଙ୍କର ପୂଜା କରାଯାଉ ନାହିଁ —Unworshipped.

[ଉ—ବିନାପୂଜା ଦେବତା, ବିଚାରିଲେ ହୋଇବା ପୂଜିତା ଭଞ୍ଜ. ବୈଦେହୀଶବିଳାସ]