ବିନାମ
ଦେଖଣା
ବିନାମ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+ନମ ଧାତୁ+ଭାବ ଅ)
[ସମ୍ପାଦନା]- ୧. ନଇଁବା (ହିନ୍ଦୀ - ଶ) —୧. Bending.
- ୨. ରୋଗ ଯୋଗୁ ଶରୀର ନଇଁ ପଡ଼ିବା, [ହିନ୍ଦୀ - ଶ ଭାବପ୍ରକାଶ] —୨. The bending of the bodydue to disease.
- ୩. [ବ୍ୟାକରଣ] ଦନ୍ତ୍ୟ ବର୍ଣ୍ଣର ମୂର୍ଦ୍ଧଣ୍ୟ ବର୍ଣ୍ଣକୁ ପରିବର୍ତ୍ତନ; ଷତ୍ୱବିଧାନ ଓ ଣତ୍ୱବିଧାନ —୩. (grammar) Change of a dental letter into a cerebra (Apte); the substitution of sha for sa and ṇa for na.