ବିନାଶକ
ଦେଖଣା
ବିନାଶକ
ଉଚ୍ଚାରଣ
[ସମ୍ପାଦନା](ବିନାଶିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ—(ବି+ନାଶ୍ ଧାତୁ+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ଧ୍ୱଂସକାରକ —୧. Ruinous; destructive.
- ୨. ଘାତକ —୨. Killing; destroying.
- ୩. ଅପକାରକ —୩. Injurious.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଘାତକ ବ୍ୟକ୍ତି —୧. A murderer.
- ୨. ବିନାଶ— କାରୀ ବସ୍ତୁ —୨. A thing that destroys.