Jump to content

ବିନାଶନ

ଉଇକିଅଭିଧାନ‌ରୁ

ବିନାଶନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି—(ବି+ନାଶ୍ ଧାତୁ; ଣିଚ+ଭାବ. ଅନ)

[ସମ୍ପାଦନା]

ବିନାଶ— କରଣ —Act of destroying.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

(ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହେଲେ; ଯଥା—ପାପ ବିନାଶନ)

ବିନାଶକ; ବିଲୋପକାରୀ —Destroying.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

(ସଂସ୍କୃତ - ବିନା+ଅଶନ) ଅନାହାର; ଅନଶନ —Fasting.

ବିଖ୍ୟାତ ଅନନ୍ତ କୀରତିମାନ; ବିନାଶନରେ ଅନୁଜ ସାମନ ଭଞ୍ଜ. ବୈଦେହୀଶବିଳାସ

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ମୃତ —୧. Dead

(ଉ—ବିନାଶନ ମୋ ବଲ୍ଲଭ, ଭାଷେ ଚପଳ ଭଞ୍ଜ. ବୈଦେହୀଶବିଳାସ)

୨. ନଷ୍ଟ — ୨. Spoiled.

(ଉ—ବଳାହକ ବିନା ବିନାଶନ ପ୍ରଭା ଭାନୁ ଭାନୁ କାହିଁ ପାଇଁ ସେ ଭଞ୍ଜ ବୈଦେହୀଶବିଳାସ)