Jump to content

ବିନାଶନୀ

ଉଇକିଅଭିଧାନ‌ରୁ

ବିନାଶନୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - ସ୍ତ୍ରୀ—(ସଂସ୍କୃତ - ବିନାଶିନୀ)

[ସମ୍ପାଦନା]

ନାଶକାରିଣୀ — Destroying.

(ଉ—ସେ କୁପ ପୁଣ୍ୟ ବିନାଶନୀ, ନିର୍ମିତ କଲେ ପଦ୍ମଯୋନି ଜଗନ୍ନାଥ. ଭାଗବତ