ବିନାଶନ ବ୍ରତ
ପ୍ରାୟୋପବେଶ; ଅନାହାରରେ ମରିବା ପାଇଁ ବସିରହିବା —Fasting unto death
(ଉ—ବିନାଶନ ବ୍ରତେ ମରିବା ଇଚ୍ଛନ୍ତି ଖଣ୍ଡିଛି ଅଧରପାନ— ଭଞ୍ଜ ପ୍ରେମ ସୁଧାନିଧି)