ବିନାଶୀ
ଦେଖଣା
ବିନାଶୀ
ଉଚ୍ଚାରଣ
[ସମ୍ପାଦନା](ବିନାଶିନୀ—ସ୍ତ୍ରୀ)
(ଅତିନାଶୀ—ବିପରୀତ)
ସଂସ୍କୃତ - ବିଶେଷଣ - (ବିନାଶ+ଇନ୍; ୧ମା. ୧ବ)
[ସମ୍ପାଦନା]- ୧. ବିନାଶଶୀଳ; ନଶ୍ୱର —୧. Perishable; liable to decay.
- ୨. (ବି+ନଶ ଧାତୁ ଣିଚ୍+କର୍ତ୍ତୃ. ଇନ୍) — ୨. Destroying.
ଦେଶଜ - ବିଶେଷଣ -
[ସମ୍ପାଦନା]ବିନା ନିମନ୍ତ୍ରଣରେ ଖାଇବାକୁ ଉପସ୍ଥିତ —Come to a feast without invitation.
[ଦ୍ରଷ୍ଟବ୍ୟ —ଏହା ଅନାଶୀ ଶବ୍ଦ ସଙ୍ଗେ ସହଚରୂପେ ବ୍ୟବହୃତି ହୁଏ ]