ବିନାଶ୍ କାରଣେ
ଦେଖଣା
ବିନାଶ୍ କାରଣେ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିନାଶ୍ କାରଣେ
|
ଗ୍ରାମ୍ୟ - କ୍ରି. ବିଣ—(ସଂସ୍କୃତ - ବିନା+କାରଣ)
[ସମ୍ପାଦନା]ବିନା କାରଣରେ; ବୃଥା; ଅକାରଣ — In vain; without any cause.
(ଯଥା—ସାଆନ୍ତ ବିନାଶ କାରଣେ ମୋ ଉପରେ ରାଗିଛନ୍ତି)
ବିନାଶ୍ କାରଣେ
|
ବିନା କାରଣରେ; ବୃଥା; ଅକାରଣ — In vain; without any cause.
(ଯଥା—ସାଆନ୍ତ ବିନାଶ କାରଣେ ମୋ ଉପରେ ରାଗିଛନ୍ତି)