ବିନାଷନୀୟ
(ବିନାଶୟିତବ୍ୟ—ଅନ୍ୟରୂପ)
=== ସଂସ୍କୃତ - ବିଣ—(ବି+ନଶ ଧାତୁ; ଣିଚ+କର୍ମ. ଅନୀୟ)
ଧ୍ୱଂସନୀୟ; ଧ୍ୱଂସର ଯୋଗ୍ୟ —Perishable; destructible.