ବିନାୟକ
ଦେଖଣା
ବିନାୟକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - [ବି+ନୀ ଧାତୁ+କର୍ତ୍ତୃ. ଅକ]
[ସମ୍ପାଦନା]- ୧. ଗଣନାଥ ଗଣେଶ —୧. Gaṇeṡa.
- ୨. ଶିକ୍ଷାଗୁରୁ; ମନ୍ତ୍ରଗୁରୁ — ୩. Spiritual guide.
- ୪. ପକ୍ଷିରାଜ ଗରୁଡ଼ — ୪. Garuṟḍ̠a, the king of birds.
- ୫. ବୁଦ୍ଧଦେବ —୫. The Buddha.
- ୬. ବିଘ୍ନ —୬. Obstacle.
- ୭. ବୌଦ୍ଧଧର୍ମାବଲମ୍ୱୀ ଅମରସିଂହ [ଦ୍ରଷ୍ଟବ୍ୟ —ଏ ଜଣେ ବୌଦ୍ଧଗୁରୁ ଥିଲେ] —୭. Amarasiṁha, the Buddhist saint.
[ଉ—ଏଣୁଟି ସୁଧାକର କଳାନିଧି, ପର୍ଯ୍ୟାୟେ କଲେ ବିନାୟକେ ସିଦ୍ଧି ଭଞ୍ଜ. କୋଟୀବ୍ରହ୍ମାଣ୍ଡସୂନ୍ଦରୀ]