Jump to content

ବିନାୟକ (ରାଓ ବାହାଦୁର୍)

ଉଇକିଅଭିଧାନ‌ରୁ

ବିନାୟକ (ରାଓ ବାହାଦୁର୍)

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ନାମ)

[ସମ୍ପାଦନା]

ଜନୈକ ମହାରାଷ୍ଟ୍ରୀ ଜ୍ୟୋତିଷୀ —An astronomer belonging to the Marhatta country.

[ଦ୍ରଷ୍ଟବ୍ୟ —ଏ ଇଂରାଜୀ ଓ ଫରାସୀ ଜୋତିଷ ଗ୍ରନ୍ଥ ଅବଲମ୍ୱନରେ ମରହଟ୍ଟୀଭାଷାରେ କୋଷାଷ୍ଟକ ନାମରେ ଏକ ସାରଣୀ ଗ୍ରନ୍ଥ ରଚନା କରିଥିଲେ ଏ ଶକ ୧୭୪୭—୧୮୬: ମଧ୍ୟରେ ଜୀବିତ ଥିଲେ]