Jump to content

ବିନିଗମକ

ଉଇକିଅଭିଧାନ‌ରୁ

ବିନିଗମକ

ଉଚ୍ଚାରଣ

[ସମ୍ପାଦନା]
(ବିନିଗମିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ବି+ନି+ଗମ୍ ଧାତୁ ଣିଚ୍+କର୍ତ୍ତ. ଅକ)

[ସମ୍ପାଦନା]
୧. ପ୍ରତିପାଦକ —୧. Accomplishing; demonstrating.
୨. ନିର୍ଣ୍ଣାୟକ —
୨. Ascertaining.
୩. ସଂଶୟନିବାରକ —୩. Removing doubt.
୪. ବ୍ୟବଚ୍ଛେଦକ —୪. Dissecting.
୫. ଦୁଇ ପକ୍ଷ ମଧ୍ୟରୁ ଏକ ପକ୍ଷର ସିଦ୍ଧି ଘଟାଇବା ବାଲା (ହିନ୍ଦୀ - ଶ) —୫. Bringing success to one of the two parties,