ବିନିଗମନା
ଦେଖଣା
ବିନିଗମନା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+ନି+ଗମ୍ ଧାତୁ ଣିଚ୍+ଭାବ. ଅନ; ସ୍ତ୍ରୀ. ଆ)
[ସମ୍ପାଦନା]- ୧. ବ୍ୟବଚ୍ଛେଦନ —୧. The cutting of a thing into parts.
- ୨. (+କରଣ ଅନ) ନିଶ୍ଚୟୋପାୟ —୨. Sure way; sure means.
- ୩. ମୀମାଂସା —୩. Decision.
- ୪. କୌଣସି ସିଦ୍ଧାନ୍ତରେ ଉପସ୍ଥିତ ହେବାଇ କାରଣ —୪. Reasons leading to a decision.