ବିନିନ୍ଦ୍ୟ
ଅନିନ୍ଦ୍ୟ; ପ୍ରଶଂସନୀୟ — praiseworthy.
[ ଉ—ବିନିନ୍ଦ୍ୟ ଦୃଢ଼ କ୍ରୋଡ଼ାସ୍ପଦ, ବିକାଶେ ସୁମନ ପ୍ରମୋଦ ଭଞ୍ଜ. ବୈଦେହୀଶ. ବିଳାସ ]