Jump to content

ବିନିପାତିତ

ଉଇକିଅଭିଧାନ‌ରୁ

ବିନିପାତିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ନି+ପତ୍ ଧାତୁ ଣିଚ୍+କର୍ମ. ତ)

[ସମ୍ପାଦନା]
୧. ଅଧଃପାତିତ —୧. Overthrown.
୨. ବିନାଶିତ —୨. Destroyed; ruined.
୩. ଅବ ମାନିତ —୩. Disgraced; dishonoured.