Jump to content

ବିନିବେଶ

ଉଇକିଅଭିଧାନ‌ରୁ

ବିନିବେଶ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବି+ନି+ବିଶ୍ ଧାତୁ+ଭାବ. ଅ)

[ସମ୍ପାଦନା]

ପ୍ରବେଶ; ପଶିବା —Entering

(ବିନିବିଷ୍ଟ, ବିନିବେଶିତ—ବିଣ)

[ ବିନିବେଶକ, ବିନିବେଶୀ—ବ୍ୟକ୍ତିବାଚକ ବିଣ]