Jump to content

ବିନିମୀତ

ଉଇକିଅଭିଧାନ‌ରୁ

ବିନିମୀତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ନି+ମୀ ଧାତୁ+କର୍ମ. ତ)

[ସମ୍ପାଦନା]
୧. କୃତବିନିମୟ; ବଦଳା ଯାଇଥିବା —୨. Exchanged; bartered.
୨. ବନ୍ଧକ ରଖା ଯାଇଥିବା —୨. Pledged.
୩. ପ୍ରତିଦତ୍ତ —୩. Given in return.