ବିନିମୟ
ଦେଖଣା
ବିନିମୟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବି+ନି+ମୀ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ପରିବର୍ତ୍ତନ; ବଦଳ; ଏକ ବସ୍ତୁକୁ ଦେଇ ତତ୍ପରିବର୍ତ୍ତେ ଅନ୍ୟ ବସ୍ତୁର ଗ୍ରହଣ —୧. Exchange; barter.
- ୨. ପ୍ରତି ଦାନ —୨. Requitel; return-gift; a return; retaliation;,
- ୩. ବନ୍ଧକ —୩. Pledge.
- ୪. ଗଚ୍ଛିତ ଧନ — ୪. Deposit.
- ୫. ଅକ୍ଷରମାନଙ୍କର ପରସ୍ପର ପରିବର୍ତ୍ତନ — ୫. Transmutation of letters.