Jump to content

ବିନିଯୁକ୍ତ

ଉଇକିଅଭିଧାନ‌ରୁ

ବିନିଯୁକ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ନି+ଯୁଜ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ନିୟୋଜିତ —୧. Employed; commissioned; engaged.
୨. ପ୍ରେରିତ —୨. Sent.
୩. ପ୍ରଦତ୍ତ —୩. Given.