ବିନିଯୋଜିତ
ଦେଖଣା
ବିନିଯୋଜିତ
ଉଚ୍ଚାରଣ
[ସମ୍ପାଦନା](ବିନିଯୋଜକ—ବ୍ୟକ୍ତିବାଚକ)
ସଂସ୍କୃତ - ବିଣ—(ବି+ନି+ଯୁଜ୍ ଧାତୁ, ଣିଚ୍+କର୍ମ. ତ)
[ସମ୍ପାଦନା]- ୧. ଭବିଷ୍ୟତ ଆଶାରେ ଅର୍ପିତ —୧. Given in anticipation of suitable return; invested.
- ୨. ସ୍ଥାପିତ —୨; Established.
- ୩. ନିଯୁକ୍ତ —୩. Appointed.
- ୪. ପ୍ରେରିତ —୪. Sent; commissioned.
- ୫. ପ୍ରବର୍ତ୍ତିତ —୫. Promulgated.