ବିନିର୍ଣ୍ଣୀତ
(ବିନିର୍ଣ୍ଣିୟ—ବି)
ଅବଧାରିତ Ascertained
[ ଦ୍ର—ଏହିପରି 'ବି' ଉପସର୍ଗ ଯୋଗରେ ବହୁ ପଦ ନିଷ୍ଣନ୍ନ ହୁଏ; ଯଥା—ବିନିର୍ଧୂତ, ବିନିର୍ବୃତ୍ତ, ବିନିର୍ଭୟ, ବିନିର୍ମୁକ୍ତ, ବିନିଶ୍ଚୟ, ବିନିଶ୍ଚିତ, ବିନିଶ୍ଚଳ, ବିନିଷ୍ପେଷ, ବିନିହିତ ଇତ୍ୟାଦି ]