Jump to content

ବିନିର୍ଦ୍ଧୁତ

ଉଇକିଅଭିଧାନ‌ରୁ

ବିନିର୍ଦ୍ଧୁତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ବି+ନିର୍ଦ୍ଧୂତ)

[ସମ୍ପାଦନା]
୧. ବିତାଡିତ —୧. Expelled.
୨. ବିକମ୍ପିତ ହୋଇ ପାତିତ; ଝଡ଼ାଯାଇ ଖସିପଡ଼ିଥିବା —୨. Shaken off; dispelled.
୩. ଅବମାନିତ —୩. Insulted.